Jump to content

ଦୈବୋପହତ

ଉଇକିଅଭିଧାନ‌ରୁ

ଦୈବୋପହତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ଦୈବ+ଉପହତ=ଆହତ)

[ସମ୍ପାଦନା]
୧. ବିଧିବିଧାନରେ ଦଣ୍ଡପ୍ରାପ୍ତ —୧. Struck by fate; undergoing divine punishment.
୨. ହତଭାଗ୍ୟ —୨. Ill-fated; unfortunate.