Jump to content

ଦୈବ ଗତି

ଉଇକିଅଭିଧାନ‌ରୁ

ଦୈବ ଗତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ ଷ୍ଠୀ ତତ୍; ଦୈବ+ଗତି)

[ସମ୍ପାଦନା]
୧. ଦୈବର ବରାଦ ଅନୁସାରେ ଘଟିବା ଘଟନା; ବିଧି ବଧାନ — ୧. Providence.
୨. ଆକସ୍ମିକ ଘଟଣା —୨. Accidental happening.