Jump to content

ଦୈବ ଘଟନା

ଉଇକିଅଭିଧାନ‌ରୁ

ଦୈବ ଘଟନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୈବୀ+ଘଟନା; ସମାସ ଯୋଗୁଁ ଦୈବୀର ଦୈବ ରୂପ)

[ସମ୍ପାଦନା]
୧. ଅସମ୍ଭାବିତ ବ୍ୟପାର; ଅତର୍କିତ ଘଟନା —୧. Accident; unexpected occurrence.
୨. ଭାଗ୍ୟର ଗତି —୨. The course of fate; providence.