Jump to content

ଦୈବ ଦୁର୍ବିପାକ

ଉଇକିଅଭିଧାନ‌ରୁ

ଦୈବ ଦୁର୍ବିପାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୈବ+ଦୁର୍ବିପାକ)

[ସମ୍ପାଦନା]

ଦୁର୍ଘଟନା — ୧. Mishap.

୨. ଦୁର୍ଭାଗ୍ୟ —୨. Misfortune; an evil turn of fate; adverse circumstances.
୩. ବିଧିଙ୍କ ବିଧାନ ଅନୁସାରେ ଘଟିବା ବିପଦ — ୩. Pre-ordained misfortune; affliction proceeding from God; divine visitation.
୪. ବିଧାତାଙ୍କ ବେଅନୁଗ୍ରହ — ୪. Cruelty of Fate.