ଦୈବ ନିଷ୍ଠ
ଦୈବପର, ଦୈବପରାୟଣ ଅନ୍ୟରୂପ
(ଦୈବନିଷ୍ଠା—ସ୍ତ୍ରୀ)
(ଦୈବନିଷ୍ଠତା—ଅନ୍ୟରୂପ)
ଯେଉଁ ବ୍ୟକ୍ତି ଭବିଷ୍ୟତ୍ ପାଇଁ ଦୈବଉପରେ ନିର୍ଭର କରେ; ଯଦଭବିଷ୍ୟ —Absolutely depending upon fate; fatalist.