ଦୈବ ବାଣୀ
ଦେଖଣା
ଦୈବ ବାଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୈବୀ+ବାଣୀ)
[ସମ୍ପାଦନା]- ୧. ଆକାଶବାଣୀ — ୧. A voice from Heaven; a revelation.
- ୨. ଈଶ୍ୱରାଦେଶ —୨. Divine, command.
- ୩. ମନୁଷ୍ୟ ମୁଖରେ ପ୍ରକାଶିତ ଦେବତାଙ୍କ ହୁକୁମ — ୩. Oracle.
- ୪. ସଂକୃତ ଭାଷା; ଦେବଭାଷା — ୪. The Sanskrit language.
[ ଦ୍ର—ଏହା ଦେବତାମାନଙ୍କ ବ୍ୟବହ଼ୃତ ଭାଷା ଥିବା ହିନ୍ଦ୍ ମାନେ ବିଶ୍ୱାସ କରନ୍ତି ]