Jump to content

ଦୋ

ଉଇକିଅଭିଧାନ‌ରୁ

ଦୋ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା; ତୁଳ ସଂସ୍କୃତ - ଦ୍ୱି; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା—ଦୋରସା, ଦୋନସଲା, ଦୋକନ୍ଦି, ଦୋଅଣି)

[ସମ୍ପାଦନା]

ଦୁଇ — Two.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଦୋଉ (ଦେଖ) - Dou (see)