ଦୋଅଂଶା
ଦେଖଣା
ଦୋଅଂଶା
ଉଚ୍ଚାରଣ
[ସମ୍ପାଦନା]ଦୋଅଂଶିଆ, ଦୋଆଂଶିଆ,ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱି ଓ ଅଂଶ)
[ସମ୍ପାଦନା]- ୧. ଦୋରସା (ମାଟି); ଯେଉଁ ମୃତ୍ତିକାରେ କାଦୁଅ ଓ ବାଲି ମିଶିଥାଏ — ୧. Of mixed grain; (soil) mixed with clay and sand.
- ୨. ଯେଉଁ କବିଜାରେ ୨ଟି ଅଂଶ ବା ଧାର ଥାଏ — ୨. (a hinge) Having two edges; double-sided.