Jump to content

ଦୋଅକ୍ଷରି ଗାଳି

ଉଇକିଅଭିଧାନ‌ରୁ

ଦୋଅକ୍ଷରି ଗାଳି

ଉଚ୍ଚାରଣ

[ସମ୍ପାଦନା]

ଦୋଅକ୍ଷରି, ଦୋଅକ୍ଷରିଆ ଗାଳି, ଦିଅକ୍ଷରିଆ ଗାଳିଅନ୍ୟରୂପ

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱିଅକ୍ଷର+ଗାଳି)

[ସମ୍ପାଦନା]

ଲିଙ୍ଗ, ଯୋନି ଆଦି ବାଚକ ଅଶ୍ଳୀଳ ଶବ୍ଦମାନଙ୍କରେ ବ୍ୟବହାର— ଯୁକ୍ତ ଗାଳି —Abuse with the uses of obscene and filthy words.