Jump to content

ଦୋଈ ରାଣୀ

ଉଇକିଅଭିଧାନ‌ରୁ

ଦୋଈ ରାଣୀ

ଉଚ୍ଚାରଣ

[ସମ୍ପାଦନା]

(ଦୋଈ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କାହାଣୀରେ ରାଜାଙ୍କର ଦୁଇ ରାଣୀ ମଧ୍ୟରୁ ପ୍ରଥମ ବିବାହିତା ରାଣୀ, ଯେଉଁ ରାଣୀଙ୍କୁ ରାଜା ଦେଖି ପାରନ୍ତି ନାହିଁ ଓ ଏଥିଲାଗି ଯେ ବହୁତ ଦୁଃଖ ଭୋଗ କରନ୍ତି —The title or name of the neglected or disliked first married Ranee of Raja having two Ranees, in the folktales.

[ଦ୍ରଷ୍ଟବ୍ୟ —ପରେ ଯେଉଁ ବିବାହିତା ରାଣୀଙ୍କୁ ରାଜା ଭାରି ଦେଖି ପାରନ୍ତି ଓ ସୁଖ ଦିଅନ୍ତି ତାଙ୍କ ନାମ ସୋଈ ରାଣୀ ]