Jump to content

ଦୋଓଡ଼

ଉଇକିଅଭିଧାନ‌ରୁ

ଦୋଓଡ଼

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱିବାର)

[ସମ୍ପାଦନା]
୧. ଦୁଇଥର ହଳ ବୁଲା ଯାଇଥିବା —୧. Twice ploughed up (land).


୨. ଦ୍ୱିତୀୟ ଥର ଚାଷ କରାଯିବା — ୨. Ploughed for the second time.

ଅନୁବାଦ

[ସମ୍ପାଦନା]
୩. ଦୁଇପରସ୍ତ ଭଙ୍ଗା ଯାଇଥିବା — ୩. Double folded.
୪. ଦୁଇ ଥର ବା ଦ୍ୱିତୀୟ ଥର କରାଯିବା — ୪. Done twice or for the second time.

କ୍ରିବିଶେଷଣ -

[ସମ୍ପାଦନା]
୧. ଦୁଇଥର —୧. Twice.
୨. ଦ୍ୱିତୀୟଥର —Second time.

ବିଶେଷ୍ୟ -

[ସମ୍ପାଦନା]
୧. ଦ୍ୱିତୀୟଥର —୧. A second time.
୨. ଦୁଇଥର —୨. Two times.