Jump to content

ଦୋଓଡ଼ାଇବା

ଉଇକିଅଭିଧାନ‌ରୁ

ଦୋଓଡ଼ାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ପଦାର୍ଥକୁ (ଲୁଗା ଆଦିକୁ) ଦୁଇ ଭାଙ୍ଗୁଣିଆ କରିବା — ୧. To fold a thing double.
୨. ଦୁଇଥର ଚାଷ କରିବା — ୨. To plough twice.
୩. ଏକ କାର୍ଯ୍ୟକୁ ଦୁଇଥର କରିବା — ୩. To do a thing twice; to go over twice.
୪. କୌଣସି କର୍ମକୁ ଦ୍ୱିତୀୟଥର କରିବା; ପୁନର୍ବାର କରିବା — ୩. To do a thing for the second time.
୪. ଦ୍ୱିରାବୃତ୍ତି କରିବା; ପୁନର୍ବାର କହିବା — ୪. To repeat a matter.