ଦୋଓଡ଼ ବେଉଷା
ଦେଖଣା
ଦୋଓଡ଼ ବେଉଷା
ଉଚ୍ଚାରଣ
[ସମ୍ପାଦନା](ଦୋଓଡ଼ ବେଉଷଣ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶାରଦ ଧାନକୁ ଦ୍ୱିତୀୟ ଥର ବେଉଷଣ କରାଯିବା —୧. Second puddling of winter paddy.
[ ଦ୍ର—ଥରେ ବେଉଷଣ ହୋଇ ସାରିବା ପରେ ଧାନଗଛମାନ କୁଆଁ ମାରିବା ପୂର୍ବରୁ ବିଲରୁ ପାଣି ଶୁଖିଗଲେ ଆଉ ଥରେ ବିଲରେ ପାଣି ମଡ଼ାଇ ବେଉଷଣ କରାଯାଏ; ଏହାକୁ ଦୋଓଡ଼ବେଉଷ ବୋଲାଯାଏ ]