ଦୋଓଡ଼ ମୁଣ୍ଡା
ଦେଖଣା
ଦୋଓଡ଼ ମୁଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ଚଉଡ଼ା ଲଙ୍ଗଳର ତଳଭାଗ; ଯେଉଁ ଲଙ୍ଗଳମୁଣ୍ଡାଦ୍ୱାରା ଏକ ଓଡ଼ ଚାଷ ହୋଇଥିବା ଜମିକୁ ଦ୍ୱିତୀୟ ଥର (ଦୋଓଡ଼) ଚାଷ କରାଯାଏ —A kind of plough whose blade is wide and which is used in tilling a field (already once tilled) for the second time.
[ ଦ୍ର—ପଡ଼ିଆ ଜମିକୁ ପ୍ରଥମେ ଚାଷ କରିବା ପାଇଁ ଯେଉ ଲଙ୍ଗଳ (ଗୋଡ଼ିଙ୍ଗ) ବ୍ୟବହୃତ ହୁଏ, ତହିଁର ମୁଣ୍ଡା ସରୁଆ, କିନ୍ତୁ ତତ୍ପରେ ଥରେ କର୍ଷିତ ହୋଇଥିବା ଭୂମିକୁ ଚଷିବା ପାଇଁ ଯେଉଁ ଲଙ୍ଗଳମୁଣ୍ଡା ବ୍ୟବହୃତ ହୁଏ ତହିଁର ତଳଭାଗ ବା ପକ୍ଷି ଚଉଡ଼ା; ଏହାକୁ ଅଧାଫାଳି ମଧ୍ୟ କୁହାଯାଏ ]