ଦୋକଛା
ଦେଖଣା
ଦୋକଛା
ଉଚ୍ଚାରଣ
[ସମ୍ପାଦନା]ଦୋକଛା, ଦୋକଛି(ଚ୍ଛି) ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦୋକଛା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱିକଚ୍ଛ)
[ସମ୍ପାଦନା]ପାଇକଛା; ଫେରକୁ ପୁଡ଼ା ତଳେ ଲେଉଟାଇ ପଛଆଡ଼େ ଅଣ୍ଟାରେ କଛା ଉପରେ ଖୋସିବା; ଏକ ପ୍ରକାର ଲୁଗା ପିନ୍ଧା — A mode of tucking down the front portion of the cloth and doubling it back to the waist.