ଦୋକତା
(ଦୋକ୍ତା—ଅନ୍ୟରୂପ)
ଶୁଖିଲା ତମାଖୁ ପତ୍ର — Dried tobacco leaves; dry tabacco leaves.
ମହାଜନେ ବୋଲନ୍ତି ଦୋକ୍ତା କାରବାର ଆଉ ଗୋଖର ସାପ ଖେଳାଇବା ଏକ କଥା ଫକୀରମୋହନ. ଗଳ୍ପସ୍ୱଳ୍ପ