Jump to content

ଦୋକନା

ଉଇକିଅଭିଧାନ‌ରୁ

ଦୋକନା

ଉଚ୍ଚାରଣ

[ସମ୍ପାଦନା]

(ଦୋକେନା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି+କର୍ଣ୍ଣ)

[ସମ୍ପାଦନା]
୧. ଏକ ପ୍ରକାର ଅସ୍ତ୍ର — ୧. A kind of forked weapon.
୨. ଅଗ୍ର ଭାଗରେ ଦୁଇ ଶାଖା ଥିବା ଯଷ୍ଟି — ୨. A forked stick.

[ ଦ୍ର—କଣ୍ଟା ଗୋଛାକୁ ଆୟତ୍ତ କରି ବାନ୍ଧିବା ପାଇଁ ଓ କଣ୍ଟା ଗଛର ଡ଼ାଳ ଆଦିକୁ ବାଡ଼ରେ ପୋତି ଲଗାଇବା ପାଇଁ ଏହା ବ୍ୟବହୃତ ହୁଏ ]

୩. ଦୁଇ ଶାଖା ବିଶିଷ୍ଟ ମସାଲ — ୩. A forked torch.

ବିଶେଷଣ -

[ସମ୍ପାଦନା]

ଦୁଇ ଶାଖା ବିଶିଷ୍ଟ —Forked; biforked.