Jump to content

ଦୋକାଟ

ଉଇକିଅଭିଧାନ‌ରୁ

ଦୋକାଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ଧାନ. ତମାଖୁ, ଆଖୁ ଆଦି ଗଛ) ଥରେ କାଟ ହେବା ପରେ ପୁଣି କୁଆ ବାହାରିଲେ ଆଉ ଥରେ କଟା ଯିବା (ଗଛ) — ୧. Cut for the second time.
୨. ଦୁଇ ଥର କଟା ଯିବା (ଧାନ ଗଛ) — ୨. Cut twice.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧାନ, ତମାଖୁ ଆଖୁ ଗଛ ଆଦିର କାଣ୍ଡ ଦୁଇଥର କଟାଯିବା — ୧. Cutting of a plant (e.g. paddy) twice.
୨. କଦଳୀ ବାଡ଼ିରେ ପ୍ରଥମ ଥର କେତେକ ଗଛରେ ପେଣ୍ଡା ପଡ଼ି ସାରିବା ପରେ ଅନ୍ୟ ଗଛମାନଙ୍କରେ ଦ୍ୱିତୀୟ ଥର ପେଣ୍ଡା ପଡ଼ିବା —The coming out of bunches of plantain from the trunks of some other plantain trees aftor some trees have borne fruits.