ଦୋକାନ ଉଠେଇବା
ଦେଖଣା
ଦୋକାନ ଉଠେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୋକାନ ଉଠେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୋକାନର ଦୈନିକ କାରବାର ଶେଷ ହେବା ପରେ ଦୋକାନ ବନ୍ଦ କରିବା — ୧. To close a shop after the day's business.
- ୨. ବ୍ୟବସାୟ ବନ୍ଦ କରିବା ଯୋଗୁଁ ଦୋକାନର କର୍ମ ସ୍ଥଗିତ କରିବା —୨. To close down a shop; to dis- continue business.