ଦୋକାନ ଖୋଲିବା
ଦେଖଣା
ଦୋକାନ ଖୋଲିବା
ଉଚ୍ଚାରଣ
[ସମ୍ପାଦନା][ ଦୋକାନ ଫିଟା(ଟେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦୋକାନ ଖୋଲିବା
|
ଦୋଦାନ ଉଠା(ଠେ)ଇବା, ଦୋକାନ ବନ୍ଦ କରିବା, ଦୋକାନ ପକା(କେ)ଇବାବିପରୀତ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୋକାନ ମେଲାଇବା (ଦେଖ) - ୧. Dokāna melāibā (See)
- ୨. ଦୈନିକ କାରବାର ଆରମ୍ଭ କରିବାକୁ ଦୋକାନର ଦ୍ୱାରକୁ ଉନ୍ୱୁକ୍ତ କରିବା — ୨. To open the doors of a shop for the day's sale.
- ୩. ଗୋଟିଏ ନୂତନ ଦୋକାନ ପ୍ରତିଷ୍ଠା ବା ଆରମ୍ଭ କରିବା — ୩. To start or open a new shop.