ଦୋକାନ ମେଲେଇବା
ଦେଖଣା
ଦୋକାନ ମେଲେଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପଣ୍ୟ ଦ୍ରବ୍ୟମାନଙ୍କ ବିତ୍ରୟାର୍ଥ ସୁସଜ୍ଜିତ କରି ରଖିବା ===
ଦୋକାନ ମେଲିବା, ଦୋକାନ ଛାନ୍ଦିବା, ଦୋକାନ ଜମା(ମେ) ଇବା, ଦୋକାନ ଜମା(ଗେ)ଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦୋକାନ ମେଲେଇବା
|
୧. To set up or exhibit the contents of a shop; to hold a shop; to exhibit the articles in a shop.
- ୨. ଦୋକାନିମାନଙ୍କ ପରି ଜିନିସ ଇତସ୍ତତଃ ବିଛାଇ ରଖିବା — ୨. To scatter about things as in a shop.
(ଯଥା—ଏ ବାଳକଟି ପଢ଼ିବା ବହିଯାକ ଦୋକାନ ମେଲେଇଛି)