ଦୋଗଛିଆ
ଯେଉଁବାଟରେ ବା ଛକରେ ଦୁଇଟି ଗଛ ପରସ୍ପର ସଂଲଗ୍ନ ହୋଇଥାଏ —(a crossroad or road Having two trees standing together.
[ ଦ୍ର—ଏ ବାଟରେ ରାତିରେ ଏକାକୀ ଯିବା ନିଷଦ୍ଧ କାରଣ ଏପରି ଛକରେ ଥିବା ଗଛଉପରେ ଭୂତ ଥାଏ ବୋଲି ଲୋକ— ମାନଙ୍କର ବିଶ୍ୱାସ ]