Jump to content

ଦୋଗଧନି

ଉଇକିଅଭିଧାନ‌ରୁ

ଦୋଗଧନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦୋଗୁଧୁନି, ଦୋଗ୍ଧନି, ଦୋଗ୍ଧୁନି ଅନ୍ୟରୂପ

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ସନ୍ଦିହାନ; ଦ୍ୱିଧା)

[ସମ୍ପାଦନା]
୧. ସନ୍ଦିହାନ — ୧. Swayed by doubts; doubtful.
୨. କିଂକର୍ତ୍ତିବ୍ୟବିମୂଢ଼; ଏକଥା କରିବା, କି ସେକଥା କରିବା, ଏହା ଯେ ସ୍ଥିର କରି ପାରେ ନାହିଁ — ୨. Puzzled; vacillating.
୩. ବିଷମ ସମସ୍ୟାରେ ପତିତ — ୩. Between the two horns of a dilemma; between Scylla and Charybdis.

ବିଶେଷ୍ୟ -

[ସମ୍ପାଦନା]
୧. ସନ୍ଦେହ —୧. Doubt.
୨. ବିଷମ ସମସ୍ୟା —୨. Dilemma.
୩. ଦୋଦୋପାଞ୍ଚ —୩. Hesitancy.