Jump to content

ଦୋଗଧି ହେବା

ଉଇକିଅଭିଧାନ‌ରୁ

ଦୋଗଧି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦୋଗଧାରେ ପଡ଼ିବା—ଅନ୍ୟରୁପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଧନ୍ଦକି ହେବା; ଦୁଇଟି ବିପରୀତ କଥା ବା କାର୍ଯ୍ୟ ମଧ୍ୟରୁ କେଉଁ କଥା ବା କର୍ମ କରିବାକୁ ହେବା ତାହା ସ୍ଥିର କରି ନ ପାରି ସନ୍ଦେହରେ ଘାଣ୍ଟି ହେବା —To hover between the two horns of a dilemma; to vacillate; to waver.