Jump to content

ଦୋଗ୍ଧ୍ରୀ

ଉଇକିଅଭିଧାନ‌ରୁ

ଦୋଗ୍ଧ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଦୁହ୍+କର୍ତ୍ତୃ. ତୃ+ସ୍ତ୍ରୀ. ଈ)

[ସମ୍ପାଦନା]

ଦୋହନଶୀଳା — Given to milking (female).

ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଦୁଗ୍ଧବତୀ ଗାଭୀ —୧. A milch-cow.
୨. ଗାଈ ଦୁହାଳୀ ସ୍ତ୍ରୀ —୨. A woman who milks.
୩. ଗଉଡ଼ୁଣୀ —୩. A milkmaid.