Jump to content

ଦୋଘରା

ଉଇକିଅଭିଧାନ‌ରୁ

ଦୋଘରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି ଓ ଗୃହ)

[ସମ୍ପାଦନା]
୧. ଏକସ୍ଥାନରେ ବାସ ଗୃହ ଥାଇ ସୁଦ୍ଧା ଅନ୍ୟସ୍ଥାନରେ କରାଯିବା ଦ୍ୱିତୀୟ ବାସଗୃହ —୧. Additional residential quarters raised at a second site.
୨. ଦୁଇ ସ୍ଥାନରେ କରାଯିବା ବାସଗୃହ — ୨. Double residential quarters.

କଳି ନ ଥିଲେ ଦି ମାଇପ କର ଭାତ ନ ସରିଲେ ଦୋଘରା କର—ଢଗ