ଦୋଘାଇ
ଦେଖଣା
ଦୋଘାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୋଘାଇ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିଷମ ସମସ୍ୟା; ଦେଗଧା; ଧନ୍ଦା — ୧. Dilemma.
- ୨. ଦୁଇଟି ନଈଧାର ପରସ୍ପରକୁ କାଟିବା — ୩. The crossing of two streams (Howells).
- ୩. ଦୁଇ ପକ୍ଷ ମଧ୍ୟରେ ବିବାଦ —୩. Contention or disputation between tow parties (Howells).
ଅନୁବାଦ
[ସମ୍ପାଦନା]ବିଶେଷଣ - (ସଂସ୍କୃତ - ଦ୍ୱି ଓ ବିବାହିତ)
[ସମ୍ପାଦନା]ଦ୍ୱିତୀୟଥର ବିବାହିତ ପୁରୁଷ; ଦୋବେଇ —Remarried (widower).