Jump to content

ଦୋଚାରୁଣୀ

ଉଇକିଅଭିଧାନ‌ରୁ

ଦୋଚାରୁଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଦ୍ୱି ଚାରିଣୀ)

[ସମ୍ପାଦନା]

କୁଳଟା; ବିଟପୀ — Adulteress.

କୁଳଟା ହୋଇ ଦୋଚାରିଣୀ ଅସତୀପଣେ ସାହସିନା—ଜଗନ୍ନାଥ. ଭାଗବତ