ଦୋଚିହ୍ନା
(ଦୋ ଦୋ ଚିହ୍ନା—ଅନ୍ୟରୂପ)
ଚିହ୍ନି ନ ଚିହ୍ନିବା; ଚିହ୍ନିଥିବା ବ୍ୟକ୍ତିକୁ ପରେ ଚିହ୍ନି ନ ପାରିବା —Failure to identify a person who was once known to you.
ସୁଦେବ ଦୋଚିହ୍ନା କରି ପୁଣ ସୁଶ ଅନୁସରି ପଚାରିଲେ ମାୟେ କିସ ନାମ ତୁମ୍ଭରି—ପ୍ରାଚୀ. ନଳଚରିତ