Jump to content

ଦୋତାରି

ଉଇକିଅଭିଧାନ‌ରୁ

ଦୋତାରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ସପ ମସିଣାର ଦୁଇଟି ଲେଖାଏଁ କାଠି ଏକତ୍ର ବୁଣା ଯାଇଥାଏ — ୧. (a mat) Having two reeds woven together.
୨. ଯେଉଁ ଲୁଗାରେ ଦୁଇଟି ଲେଖାଏଁ ସୂତା ଏକତ୍ର ବୁଣ ଯାଇଥାଏ —୨. Double-threaded or woven (cloth).
୩. ଦୋତାର୍ ବନ୍ଦ୍ (ଦେଖ) - ୩. Dotār band (See)