Jump to content

ଦୋତାର୍ ବନ୍ଦ୍

ଉଇକିଅଭିଧାନ‌ରୁ

ଦୋତାର୍ ବନ୍ଦ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଚିନିରେ ପାଣି ଦେଇ ନିଆଁରେ ଫୁଟିଇବା ବେଳେ ଚଟୁରେ ଉକ୍ତ ପାଣିକୁ ଉଠାଇଲେ ସରୁ ତାର ପରି ଦୁଇଟି ମାତ୍ର ଧାର ବୋହି ପଡ଼ିବା ଅବସ୍ଥା ବା ପାଗ —Having a thickened condition (said of boiled syrup while it descends from the ladle in two lines).