ଦୋତାଲା
ଦେଖଣା
ଦୋତାଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱିତଳ)
[ସମ୍ପାଦନା]- ୧. ଦ୍ୱିତଳବିଶିଷ୍ଟ —୧. Double storied; two-storied.
- ୨. (ସଂସ୍କୃତ - ଦ୍ୱି+ତଲ୍ଲକ) ଯେଉଁ କୋଲପର କଳ ଏପରି ଥାଏ ଯେ ତାହା ଦୁଇ ଥର ଘୁରାଯାଇ ଚାବି ପଡ଼େ — ୨. (a lock) Locking double; double-levered (lock).
- ୩. ଯେଉଁ ଘର ବା ସିନ୍ଧୁକରେ ଦୁଇଟି କୋଲପ ପଡ଼ିଥାଏ — ୩. (a house or box) Under double lock; double-locked.
ବିଶେଷ୍ୟ -
[ସମ୍ପାଦନା]କୋଠାର ଦ୍ୱିତୀୟ ତଳ; ଉପର ମହଲା — Upper storey.