ଦୋଦିଲ୍ଲି
ଦେଖଣା
ଦୋଦିଲ୍ଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୋଦିଲ୍ଲି
|
(ଦୋଦିଲିଆ—ଅଦ୍ୟରୁପ)
ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱି+ଆରବୀ - ଦୀଲ୍)
[ସମ୍ପାଦନା]ଯେଉଁ ବ୍ୟକ୍ତିର ମନ ଗୋଟିଏ କାର୍ଯ୍ୟରେ ଏକାଗ୍ର ନ ଥାଇ କାର୍ଯ୍ୟାନ୍ତର ପ୍ରତି ଆକୃଷ୍ଟ ରହେ — (a person) Who cannot concentrate his attention to one matter; with divided attention.