ଦୋଦୋପାଞ୍ଚ
(ଦୋଦୋପଞ୍ଚା—ଅନ୍ୟରୂପ)
କୌଣସି କାର୍ଯ କରିବା କି ନ କରିବା ଏ ସମ୍ୱନ୍ଧରେ ଛିନ୍ଦି ହେବା — Wavering; undecided; vacillating.
କୌଣସି କାର୍ଯ୍ୟ କରିବା ନ କରିବା ସମ୍ୱନ୍ଧେ ସନ୍ଦେହ ବା ଅସ୍ଥିରତା —Uncertainty; wavering; want of decision; vacillation.