Jump to content

ଦୋଧୂୟମାନ

ଉଇକିଅଭିଧାନ‌ରୁ

ଦୋଧୂୟମାନ

ଉଚ୍ଚାରଣ

[ସମ୍ପାଦନା]
(ଦୋଧୂୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧୂ ଧାତୁ=କମ୍ପିବା, ପୁନଃ ପୁନଃ ଅର୍ଥରେ ଯଙ୍ ଲୁଗନ୍ତ ଦୋଧୃୟ ଧାତୁ+ କର୍ତ୍ତୃ. ଆନ)

[ସମ୍ପାଦନା]

ପୁନଃ ପୁନଃ କମ୍ପମାନ — Quaking or shivering; vibrating.