Jump to content

ଦୋନାବୁଡ଼ା

ଉଇକିଅଭିଧାନ‌ରୁ

ଦୋନାବୁଡ଼ା

ଉଚ୍ଚାରଣ

[ସମ୍ପାଦନା]

ଦୋନାବଡ଼ା, ଦୋନାବଡ଼ିଆ, ଦୋନାବୁଡ଼ିଆଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱି ଓ ନାବ)

[ସମ୍ପାଦନା]
୧. ବିପରୀତଗାମୀ ଦୁଇ ଡଙ୍ଗାରେ ଗୋଡ଼ ଦେଇ ଠିଆ ହୋଇଥିବା (ବ୍ୟକ୍ତି) — ୧. (a person) Who has his two feet on two boats proceeding in opposite directions.
୨. (ଲକ୍ଷଣାର୍ଥ) ସନ୍ଦିହୀନ —୨. (figurative) Vacillating; sitting on the fence.
୩. (ଲକ୍ଷଣାର୍ଥ) ପରସ୍ପରବିପକ୍ଷ ଉଭୟ ପକ୍ଷକୁ ସମର୍ଥନ କରୁ— ଥିବା (ବ୍ୟକ୍ତି) —୩. (figurative) Siding with two opposite factions.