ଦୋପଟା
ଦୋପଟ୍ଟା, ଦୋପଟି, ଦୋପଟ୍ଟି ଅନ୍ୟରୂପ
ଦୁଇ ଖଣ୍ଡି ଲମ୍ୱ କମ୍ଚଉଡ଼ା ଯୋଡ଼ା ହୋଇଥିବା ଉତ୍ତରୀୟ; ଦୋସଡ଼ା — Double cloth; a wrapper or sheet having two breadths; a wrapper sewn twice, lengthwise; two breadths of cloth.