ଦୋଫାଙ୍କ
ଦେଖଣା
ଦୋଫାଙ୍କ
ଉଚ୍ଚାରଣ
[ସମ୍ପାଦନା](ଦୋଫାଙ୍କିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂ: ଦ୍ୱି ଓ ଫାରାସୀ - ଫାଙ୍କ)
[ସମ୍ପାଦନା]- ୧. ଫାଟି କରି ଦୁଇ ଭାଗ ହୋଇଥିବା — ୧. Split into two.
- ୨. ଏକ ଗୋଷ୍ଠି ମଧ୍ୟରେ ଦୁଇଦଳ ହୋଇଥିବା — ୨. Divided into two fractions.
- ୩. ପରସ୍ପର ଅମେଳ ହୋଇଥିବା —୩. Disseuient.
ବିଶେଷ୍ୟ -
[ସମ୍ପାଦନା]ଦୁଇ ଜଣଙ୍କ କଥା ବା ଆଖ୍ୟାନ ମଧ୍ୟରେ ପାର୍ଥକ୍ୟ — Difference between the two versions of two persons.