ଦୋବେଇ
ଦେଖଣା
ଦୋବେଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦୋବେହି—ଅନ୍ୟରୂପ)
ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଦ୍ୱି ଓ ବିବାହିତ)
[ସମ୍ପାଦନା]ବିପତ୍ନିକ (ବର— ପାତ୍ର); ଦ୍ୱିତୀୟ ପକ୍ଷ ବର —Widower (bridegroom); married for the ୨nd time (said of a remarried widower).
ବିଶେଷ୍ୟ -
[ସମ୍ପାଦନା]- ୧. ଦ୍ୱିତୀୟ ଥର ବିବାହିତ ମୃତଦାର ପୁରୁଷ —୧. A remarried widower.
- ୨. ଦୁବେଇ (ଦେଖ) - —Dubei (See)