Jump to content

ଦୋଭାଷୀ

ଉଇକିଅଭିଧାନ‌ରୁ

ଦୋଭାଷୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱିଭାଷୀ)

[ସମ୍ପାଦନା]
୧. ଯେ ଦୁଇଟି ଭାଷାରେ କଥା କହି ପାରେ — ୧. Speaking two languages; able to talk in two languages.
୨. ମିଥ୍ୟାବାଦୀ; ଯେ ଗୋଟିଏ କଥା କହି ପରେ ତାହା ବଦଳାଏ; ଦୋହଲପୀ — ୨. Untruthful; Perjuring.

ଦରବାରେ ହେଲୁ କି ଦୋଭାକ୍ଷୀରେ କବିସୂର୍ଯ୍ୟ ରତ୍ନାକର ଚମ୍ପୂ. ଦ ଗୀତ

୩. ଦୁଇଟି ଭାଷା ସମ୍ୱନ୍ଧୀୟ —୩. Bilingual.
୪. ଯେଉଁ ଗ୍ରନ୍ଥରେ ଦୁଇଟି ଭାଷା ବ୍ୟବହୃତ ହୋଇଥାଏ — ୪. (a book) Written in two languages.

ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଲୋକ ଏକ ଭାଷାରେ କଥିତ ବିଷୟକୁ ଅନ୍ୟ ଭାଷାରେ ଅନୁବାଦ କରି କହେ — An interpreter.