Jump to content

ଦୋମାସି

ଉଇକିଅଭିଧାନ‌ରୁ

ଦୋମାସି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱିମାସ)

[ସମ୍ପାଦନା]

ମଳ ମାସ; ଚାନ୍ଦ୍ରମାନ ବର୍ଷ ଓ ସୌରମାନ ବର୍ଷ ମଧ୍ୟର ପ୍ରାୟ ୬ଦିନ ପ୍ରଭେଦ ଥିବାରୁ ପ୍ରାୟ ପତି ୩ ବର୍ଷ ପେର ଯେଉଁ ଗୋଟିଏ ଅଧିକା ଚାନ୍ଦ୍ର— ମାନ ମାସ ଯୋଗ କରାଯାଇ ଉଭୟର ଋତୁଗତ ସାମ୍ୟ ରକ୍ଷା କରାଯାଏ; ଅଧିମାସ —An intercalary month

ବିଶେଷଣ -

[ସମ୍ପାଦନା]

ଦୋମାସିଆ (ଦେଖ) - —Domāsiā (See)