Jump to content

ଦୋମିଶା

ଉଇକିଅଭିଧାନ‌ରୁ

ଦୋମିଶା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱି+ମିଶ୍ରିତ)

[ସମ୍ପାଦନା]
୧. ଯହିଁରେ ଦୁଇଟି ବସ୍ତୁ ବା ଉରାଦାନ ମିଶ୍ରିତ ହୋଇଥାଏ — ୧. Consisting of or a mixture of two things or ingredients.
୨. ଦୋବୀଜା (ଦେଖ) - —୨. Dobījā (See)