ଦୋମୁହୀଁ
ଏକପ୍ରକାର ଘର; ବାଘ— ମୁହୀଁ (ଯେଉଁ ଘରର ଦୁଇଟି ଦୂଆର ଏପରି କୌଶଳକ୍ରମେ ବସାଯାଇଥାଏ ଯେ ଜଣେ ଆଗନ୍ତୁକ ହଠାତ୍ ସେ ଘରେ ପଶି ପାରେନାହିଁ) —A house with a two intricate doors which puzzle strangers.