Jump to content

ଦୋରଙ୍ଗ

ଉଇକିଅଭିଧାନ‌ରୁ

ଦୋରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଦୋରଙ୍ଗୀ, ଦୋରଙ୍ଗିଆ ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱି ଓ ରଙ୍ଗ)

[ସମ୍ପାଦନା]
୧. ଦ୍ୱିବର୍ଣ୍ଣବିଶିଷ୍ଟ — ୧. Two coloured; piebald.
୨. ଦୁଇଟି ବିପରୀତ ବର୍ଣ୍ଣବିଶିଷ୍ଟ — ୨. Having two opposite colours or pictures; presenting. two different pictures.

ଦୁନିଆ ଦୋରଙ୍ଗ—ଢଗ