ଦୋରସ୍ତ କରିବା
ଦେଖଣା
ଦୋରସ୍ତ କରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦୋରସ୍ତ କରିବା
|
[ ଦୋରସ୍ତବନା(ନେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସଜାଡୢଦେବା; ମରାମତ କରିବା — ୧. To repair; to set right; to renovate.
(ଯଥା—କଳକୁ ଦୋରସ୍ତ କରିଦିଅ)
- ୨. ସୁଶାସିତ କରିବା; ଜବତ୍ କରିବା; ସାଧ୍ୟ କରିବା — ୨. To bring under control.
(ଯଥା—ତତେ ମାଡ଼ରେ ଦୋରସ୍ତ କରି ଦେବିଟି)
- ୩. ଦୋଷଶୂନ୍ୟ କରିବା —୩. To make a thing free from defects.
- ୪. ଦଣ୍ଡ ଦେବା —୪. To punish.