ଦୋରିହା
ଦୋରେହା (ଦେଖ) - Dorehā (See)
ପାଣ୍ଡବେ ତୁମ୍ଭର ଦୋରିହା ହୋଇ କରି ନିଶ୍ଚେଁ ମଲେ ସୁମରି ଇନ୍ଦପ୍ରସ୍ଥ ଶିରୀ କୃଷ୍ଣସିଂହ. ମହାଭାରତ. ବିରାଟ