Jump to content

ଦୋରେହା

ଉଇକିଅଭିଧାନ‌ରୁ

ଦୋରେହା

ଉଚ୍ଚାରଣ

[ସମ୍ପାଦନା]

ଦୋରେହି, ଦୋରୋହା, ଦୋରୋହୀ ଅନ୍ୟରୁପ

  • (file)

ଦେଶଜ - (ପଦ୍ୟ)ବିଶେଷଣ - (ସଂସ୍କୃତ - ଦ୍ରୋହୀ)

[ସମ୍ପାଦନା]
୧. ବିଦ୍ରୋହୀ — ୧. Rebellious; contumacious.

ଯାହା ଦୁଆରେ ନଳ ଥିବ ରହି ମୋର ଦୋରେହା ତହୁଁ ଆନ ନାହିଁ ପ୍ରାଚୀ ନଳଚରିତ

୨. କୃତଘ୍ନ —୨. Ungrateful,
୩. ଦୋଷୀ; ଅପରାଧୀ —Guilty; offending.

ବିଶେଷ୍ୟ -

[ସମ୍ପାଦନା]

ଦ୍ରୋହ —Rebellion.

ତାରେ ଦୋରେହା କରି କେହି ବାଧାତା ହେଲେ ରକ୍ଷା ନାହିଁ ଜଗନ୍ନାଥ ଭାଗବତ