Jump to content

ଦୋର୍ଦ୍ଦଣ୍ଡ

ଉଇକିଅଭିଧାନ‌ରୁ

ଦୋର୍ଦ୍ଦଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧାରୟ; ଦୋଃ=ବାହୁ+ଦଣ୍ଡ=ଯଷ୍ଟି)

[ସମ୍ପାଦନା]
୧. ଭୁଜଦଣ୍ଡ; ଦଣ୍ଡ ପରି ପରାକ୍ରମଯୁକ୍ତ ବାହୁ — ୧. Powerful or strong arm (strong and long as a staff); a high hand;a strong hand.
୨. ବାହୁର ପରାକ୍ରମ — ୨. The prowess of a strong arm.