Jump to content

ଦୋଳ

ଉଇକିଅଭିଧାନ‌ରୁ

ଦୋଳ

ଉଚ୍ଚାରଣ

[ସମ୍ପାଦନା]

ଦୋଳା, ଦୋଳୀଅନ୍ୟରୂପ

  • (file)

ସଂସ୍କୃତ - ବିଶେଷ୍ୟ - (ଦୋଳି ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଝୁଲା — ୧. A cradle; a rocking chair; a swing
୨. ହାନ୍ଦୋଳା; ଖଟିଆ — ୨. A sedan chair.
୩. ଜାଲମୁଣା; ଖୁଣ୍ଟୁଣି; ଉଚ୍ଚ ଗଛରୁ ଆମ୍ୱ ତୋଳିବାବେଳେ ତାହା ତଳେ ପଡ଼ି ନ ଯିବା ବୋଲି ଅଗରେ ବନ୍ଧାଯିବା ଜାଲ — ୩. A basket of network which is attached to a pole used while plucking mangoes from high trees, so that the fruits do not fall down on the ground, but are deposited in the pocket or pouch of the basket.
୪. ଡୋଲି; ଧାନ ରଖିବାର କୋଡ଼ମେଇ — ୪. A large basket for storing paddy.
୫. (+ଭାବ. ଅ) ଦୋହୋଲାଇବା — ୫. Causing another to swing; rocking.
୬. ଦୋହୋଲିବା —୬. Oscillation; swinging.
୭. ଦୋଳ ଉତ୍ସବ — ୭. The Doḻa jātrā fastival.

ଦୋଳଯାଏ ଭାତ; ବିଭାଯାଏ ପାଠ—ପ୍ରବଚନ

୮. (ଯହିଁରେ ବସି ବା ଯାହାକୁ ଅବଲମ୍ୱନ କରି ଝୁଲନ୍ତି) ଠାକୁରଙ୍କ ବିମାନ —୮. A covered chair for carrying idols.

(ଯଥା—ଆମ ଗାଆଁ ମେଳନକୁ ୮ଟି ଦୋଳ ଏ ବର୍ଷ ଆସିଥିଲେ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୋଳଗୋବିନ୍ଦର ଆନ୍ଦରାର୍ଥକ ଡାକନାମ — A name for calling Doḻagobinds.