ଦୋଳଗୋବିନ୍ଦ
ଦେଖଣା
ଦୋଳଗୋବିନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦୋଳଯାତ୍ରା ସମୟରେ ଦୋଳି ଖେଳିବା ପ୍ରକାରେ ସଜ୍ଜିତ ଶ୍ରୀକୃଷ୍ଣଙ୍କ ବିଗ୍ରହ — ୧. An idol of Sdot;rīkṛushṇa arryed for swinging during the Doḻaj̄ātrā
ଫଗୁଣ ମାସରେ ଦୋଳଗୋବିନ୍ଦେ ଦୋଳି ଖେଳୁଥାନ୍ତି ପରମାନନ୍ଦେ—ମୋ କାହ୍ନୁ ହେ—ଗଉଡ଼ଙ୍କ ବାରମାସୀଗୀତ
- ୨. ଲୋକମାନଙ୍କୁ ଦିଆଯିବା ନାମ — ୨. A name given to males.